ଶ୍ରାବଣ ଶେଷ ସୋମବାର: ଗଡ଼ଗଡିଆ ଘାଟରେ କାଉଡ଼ିଆଙ୍କ ଭିଡ଼, ଭକ୍ତିମୟ ପରିବେଶ

ଶ୍ରାବଣ ଶେଷ ସୋମବାର: ଗଡ଼ଗଡିଆ ଘାଟରେ କାଉଡ଼ିଆଙ୍କ ଭିଡ଼, ଭକ୍ତିମୟ ପରିବେଶ

ଶ୍ରାବଣ ମାସର ଆଜି ଶେଷ ସୋମବାରରେ କାଉଡ଼ିଆମୟ ହୋଇ ଉଠିଛି ଗଡ଼ଗଡିଆ ଘାଟ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଗଡ଼ଗଡିଆ ଘାଟରେ ମହିଳା ଭକ୍ତଙ୍କ ସଂଖ୍ୟା ବଢିଛି ।


User: ETVBHARAT

Views: 0

Uploaded: 2025-08-04

Duration: 01:32

Your Page Title