ଗାଁରେ 70 ପରିବାର, ହେଲେ ମାଲିକ ଜଣେ! ଏବେ ଭିଟାମାଟି ଛାଡ଼ିବାକୁ ସମସ୍ତଙ୍କୁ ମିଳୁଛି ଧମକ

ଗାଁରେ 70 ପରିବାର, ହେଲେ ମାଲିକ ଜଣେ! ଏବେ ଭିଟାମାଟି ଛାଡ଼ିବାକୁ ସମସ୍ତଙ୍କୁ ମିଳୁଛି ଧମକ

ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ବଦୁଆପାଲି ପଂଚାୟତ ଝାଙ୍କରବାହାଲି ଗାଁର ଏପରି ସମସ୍ୟାକୁ ନେଇ ବାସିନ୍ଦା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ବି ଫଳ ଶୂନ୍।


User: ETVBHARAT

Views: 3

Uploaded: 2025-08-05

Duration: 03:11