ହର ଘର ତ୍ରିରଙ୍ଗା ପାଇଁ ହାତକୁ ତର ନାହିଁ, ଜାତୀୟ ପତାକା ତିଆରି କରୁଛନ୍ତି ମହିଳା ଗୋଷ୍ଠୀ

ହର ଘର ତ୍ରିରଙ୍ଗା ପାଇଁ ହାତକୁ ତର ନାହିଁ, ଜାତୀୟ ପତାକା ତିଆରି କରୁଛନ୍ତି ମହିଳା ଗୋଷ୍ଠୀ

ଡେରାବିଶ୍ ବ୍ଲକ ଗୋଲରାହାଟ ପଞ୍ଚାୟତର ଉତ୍କଳ ଗ୍ରାମୀଣ ପ୍ରଡ୍ୟୁସର୍ସ ଗ୍ରୁପକୁ 62 ହଜାର ପତାକା ତିଆରି ପାଇଁ ଅର୍ଡର ଦିଆଯାଇଥିବା ବେଳେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ।


User: ETVBHARAT

Views: 3

Uploaded: 2025-08-13

Duration: 03:34