ସ୍ପେଶାଲ OTET ପରୀକ୍ଷା ପୁଣି ସ୍ଥଗିତ, ଏହି ଦିନ ହେବ ପରୀକ୍ଷା !

ସ୍ପେଶାଲ OTET ପରୀକ୍ଷା ପୁଣି ସ୍ଥଗିତ, ଏହି ଦିନ ହେବ ପରୀକ୍ଷା !

ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (SOTET) ପୁଣି ଥରେ ସ୍ଥଗିତ କରିଛି ବୋର୍ଡ଼ । ପରୀକ୍ଷା ନେଇ ପୁଣି ସାନି ବିଜ୍ଞପ୍ତି ପ୍ରକାଶ ପାଇବ ।


User: ETVBHARAT

Views: 2

Uploaded: 2025-08-16

Duration: 01:46