ରୋଜଗାର ହରାଇ ଦୁର୍ଦ୍ଦିନରେ ବଡଦାଣ୍ଡର ଉଠା ଦୋକାନୀ; କେବେ କାର୍ଯ୍ୟକ୍ଷମ ହେବ ଦିଲ୍ଲୀ ହାଟବଜାର ମଡେଲର ମାର୍କେଟ ?

ରୋଜଗାର ହରାଇ ଦୁର୍ଦ୍ଦିନରେ ବଡଦାଣ୍ଡର ଉଠା ଦୋକାନୀ; କେବେ କାର୍ଯ୍ୟକ୍ଷମ ହେବ ଦିଲ୍ଲୀ ହାଟବଜାର ମଡେଲର ମାର୍କେଟ ?

ପୁରୀରେ କେବେ ଆରମ୍ଭ ହେବ ଦିଲ୍ଲୀ ହାଟବଜାର ମଡେଲ ମାର୍କେଟ ? ଆଇନମନ୍ତ୍ରୀଙ୍କ ସୂଚନା ପରେ ମଧ୍ୟ ଆରଂଭ ହେଲାନି ପ୍ରକଳ୍ପ । ଦୋକାନ ଉଚ୍ଛେଦ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଉଠାଦୋକାନୀ


User: ETVBHARAT

Views: 57

Uploaded: 2025-08-21

Duration: 03:05

Your Page Title