କେନ୍ଦୁଝର ସ୍କୁଲରେ ଅଭାବନୀୟ ଘଟଣା, ରାତିସାରା ରେଲିଂରେ ଫସିଲା ଦ୍ବିତୀୟ ଶ୍ରେଣୀ ଛାତ୍ରୀ

କେନ୍ଦୁଝର ସ୍କୁଲରେ ଅଭାବନୀୟ ଘଟଣା, ରାତିସାରା ରେଲିଂରେ ଫସିଲା ଦ୍ବିତୀୟ ଶ୍ରେଣୀ ଛାତ୍ରୀ

ସାରା ରାତି ବିଦ୍ୟାଳୟ ଘରେ ବନ୍ଦ ରହିଲା ଦ୍ଵିତୀୟ ଶ୍ରେଣୀରେ ପଢୁଥିବା କୁନି ଛାତ୍ରୀ । ସକାଳ ସମୟରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।


User: ETVBHARAT

Views: 430

Uploaded: 2025-08-22

Duration: 01:57