ବିଜୁ ସେତୁ ଦବିଲେ କଥା ସରିଲା, ପାରଳାଖେମୁଣ୍ଡି ଯିବାକୁ ଆନ୍ଧ୍ର ଅତିକ୍ରମ କରିବାକୁ ପଡିବ

ବିଜୁ ସେତୁ ଦବିଲେ କଥା ସରିଲା, ପାରଳାଖେମୁଣ୍ଡି ଯିବାକୁ ଆନ୍ଧ୍ର ଅତିକ୍ରମ କରିବାକୁ ପଡିବ

ସାମାନ୍ୟ ବର୍ଷା ଯୋଗୁଁ ଡାଳିମ୍ବପୁର ଗାଁରେ ଥିବା ବିଜୁ ସେତୁର ସଂଲଗ୍ନ ରାସ୍ତା ବର୍ତ୍ତମାନ ଧୋଇ ହୋଇଯାଇଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ।


User: ETVBHARAT

Views: 0

Uploaded: 2025-08-22

Duration: 02:56

Your Page Title