1.24 କୋଟି ଟଙ୍କା ଆତ୍ମସାତ; ଗିରଫ ହେଲେ କଟକ ସିଡିଏମଓ ଅଫିସର କିରାଣୀ

1.24 କୋଟି ଟଙ୍କା ଆତ୍ମସାତ; ଗିରଫ ହେଲେ କଟକ ସିଡିଏମଓ ଅଫିସର କିରାଣୀ

ସରକାରୀ ଟଙ୍କା ହଡପ ଏବଂ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କଟକ ସିଡିଏମଓ ଅଫିସର ସିନିୟର ଆସିଷ୍ଟାଣ୍ଟ । କଟକ-ଭୁବନେଶ୍ବର ଅଞ୍ଚଳରେ ୧୯ଟି ଦାମୀ ପ୍ଲଟ ଠାବ ।


User: ETVBHARAT

Views: 2

Uploaded: 2025-08-24

Duration: 02:04

Your Page Title