ତ୍ରେତାନନ୍ଦଙ୍କ ଘର ପାଲଟିଛି ମିନି ମ୍ୟୁଜିୟମ, ସାଇତିଛନ୍ତି ୧୪୦ ଦେଶର ମୁଦ୍ରା-ଡାକ ଟିକଟ

ତ୍ରେତାନନ୍ଦଙ୍କ ଘର ପାଲଟିଛି ମିନି ମ୍ୟୁଜିୟମ, ସାଇତିଛନ୍ତି ୧୪୦ ଦେଶର ମୁଦ୍ରା-ଡାକ ଟିକଟ

ଘରକୁ ମିନି ମ୍ୟୁଜିୟମ କରିଛନ୍ତି ଅନୁଗୋଳର 70 ବର୍ଷୀୟ ତ୍ରେତାନନ୍ଦ ସାମନ୍ତ । ଦୀର୍ଘ 40 ବର୍ଷ ଧରି ସାଇତିଛନ୍ତି ଦେଶବିଦେଶର ମୁଦ୍ରା, ଡାକ ଟିକଟ, ନୋଟ ।


User: ETVBHARAT

Views: 45

Uploaded: 2025-08-24

Duration: 03:36

Your Page Title