ତିନି ମାସରେ ଅଚଳ ଆରଭିଏମ ମେସିନ, ପୁରୀରୁ ବାହାରୁଛି ବାର୍ଷିକ ୭୨୦ ଟନ ପ୍ଲାଷ୍ଟିକ ବର୍ଜ୍ୟ

ତିନି ମାସରେ ଅଚଳ ଆରଭିଏମ ମେସିନ, ପୁରୀରୁ ବାହାରୁଛି ବାର୍ଷିକ ୭୨୦ ଟନ ପ୍ଲାଷ୍ଟିକ ବର୍ଜ୍ୟ

ପର୍ଯ୍ୟଟନ କ୍ଷେତ୍ର ପୁରୀ ସହରରେ ବୃଦ୍ଧି ପାଉଚି ପ୍ଲାଷ୍ଟିକ ପ୍ରଦୂଷଣ ।  ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରିବା ପାଇଁ ପୁରୀ ସହରରେ ଲାଗିଥିବା ସମସ୍ତ ଆରଭିଏମ ଅଚଳ ।


User: ETVBHARAT

Views: 17

Uploaded: 2025-08-27

Duration: 03:25

Your Page Title