ସରକାରୀ ଚାକିରିଆରୁ ବଡି ବିଲ୍ଡର, ଏସିଆନ ଚାମ୍ପିୟନସିପ୍‌ରେ ଆଣିଲେ ସୁନାମ

ସରକାରୀ ଚାକିରିଆରୁ ବଡି ବିଲ୍ଡର, ଏସିଆନ ଚାମ୍ପିୟନସିପ୍‌ରେ ଆଣିଲେ ସୁନାମ

57ତମ ଏସିଆନ ବଡି ବିଲ୍ଡିଂ ଚାମ୍ପିୟନସିପରେ ବ୍ରୋଞ୍ଜ ଜିତିଲେ ବାଲେଶ୍ବରର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ 65 ବର୍ଷିୟ ମନୋଜ ବିହାରୀ ଦାସ ।


User: ETVBHARAT

Views: 14

Uploaded: 2025-08-28

Duration: 01:39