ସ୍ବଦେଶୀ ଚିପ୍ ବିକଶିତ କଲା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ, ସହଜରେ ଟ୍ରାକ ହେବେ ଅପରାଧୀ

ସ୍ବଦେଶୀ ଚିପ୍ ବିକଶିତ କଲା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ, ସହଜରେ ଟ୍ରାକ ହେବେ ଅପରାଧୀ

ନୂଆଦିଲ୍ଲୀରେ ଆୟୋଜିତ 'ସେମିକନ୍‌ ଇଣ୍ଡିଆ 2025'ରେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଥମ ସ୍ବଦେଶୀ ଚିପ୍ସ ପ୍ରଦାନ କରିଥିଲେ । ତନ୍ମଧ୍ୟରୁ ଗୋଟିଏ ବ୍ରହ୍ମପୁର ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ବିକଶିତ ହୋଇଛି ।


User: ETVBHARAT

Views: 75

Uploaded: 2025-09-03

Duration: 04:43

Your Page Title