ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କଲା ନୃଶଂସ ସ୍ବୀମୀ

ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କଲା ନୃଶଂସ ସ୍ବୀମୀ

ରାତିରେ ରୋଷେଇ କରୁଥିବା ସମୟରେ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଦେଓଗାଁରେ ଘଟିଛି ଏହି ଅଘଟଣ ।


User: ETVBHARAT

Views: 147

Uploaded: 2025-09-04

Duration: 01:23

Your Page Title