ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛିଡିଲା ଲିଫ୍ଟ; ଅଳ୍ପକେ ବର୍ତିଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛିଡିଲା ଲିଫ୍ଟ; ଅଳ୍ପକେ ବର୍ତିଲେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ

ଲିଫ୍ଟରେ ୧୦ରୁ ୧୨ ଜଣ ଯିବା ପାଇଁ କ୍ଷମତା ଥିବା ବେଳେ ୨୭ ଜଣ ଲୋକ ଲିଫ୍ଟରେ ଯାଉଥିଲେ। ଯେଉଁଥିପାଇଁ ଠିକ୍ ସେହି ସମୟରେ ଲିଫ୍ଟ ୱାୟର୍ ଛିଡିଯାଇଥିଲା।


User: ETVBHARAT

Views: 5

Uploaded: 2025-09-04

Duration: 01:19