ପାରାଦ୍ୱୀପ ବନ୍ଦରରେ ଚୀନ କ୍ରିଉ ମେମ୍ବର ନିଖୋଜ

ପାରାଦ୍ୱୀପ ବନ୍ଦରରେ ଚୀନ କ୍ରିଉ ମେମ୍ବର ନିଖୋଜ

କାମ କରୁଥିବା ବେଳେ ଜାହାଜରୁ ଖସିପଡିଲେ 2 କ୍ରିଉ ମେମ୍ବର । ଜଣେ ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି ।


User: ETVBHARAT

Views: 1

Uploaded: 2025-09-05

Duration: 00:34