ସେପ୍ଟେମ୍ବର 27ରେ ସ୍ୱତନ୍ତ୍ର ଓଟିଇଟି: ପ୍ରଶ୍ନପତ୍ର ଲିକ ରୋକିବା ପାଇଁ କେନ୍ଦ୍ରୀୟ ଢାଞ୍ଚାରେ ହେବ ପରୀକ୍ଷା

ସେପ୍ଟେମ୍ବର 27ରେ ସ୍ୱତନ୍ତ୍ର ଓଟିଇଟି: ପ୍ରଶ୍ନପତ୍ର ଲିକ ରୋକିବା ପାଇଁ କେନ୍ଦ୍ରୀୟ ଢାଞ୍ଚାରେ ହେବ ପରୀକ୍ଷା

ପ୍ରଶ୍ନପତ୍ର ଲିକ ଯୋଗୁ ଜୁଲାଇ 20 ତାରିଖରେ ହେବାକୁଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ ହୋଇଥିଲା । ଏହି ପରୀକ୍ଷା ପୁଣିଥରେ ସେପ୍ଟେମ୍ବର 27 ତାରିଖରେ କରାଯିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି ।


User: ETVBHARAT

Views: 4

Uploaded: 2025-09-07

Duration: 02:34

Your Page Title