ଜୁଆଙ୍ଗ ଜନଜାତିର ସ୍ବର 'ଗୁନି ଅପା', 32 ବର୍ଷରେ ୪୭ ଗାଁ ଲୋକଙ୍କୁ କଲେଣି ଶିକ୍ଷିତ

ଜୁଆଙ୍ଗ ଜନଜାତିର ସ୍ବର 'ଗୁନି ଅପା', 32 ବର୍ଷରେ ୪୭ ଗାଁ ଲୋକଙ୍କୁ କଲେଣି ଶିକ୍ଷିତ

କେନ୍ଦୁଝର ଜୁଆଙ୍ଗ ଜନଜାତିର ବିକାଶରେ ସମର୍ପିତ ଶର୍ମିଷ୍ଠା ମହାନ୍ତିଙ୍କ ଜୀବନ । ବାଲ୍ୟ ବିବାହ ଏବଂ ମଦ୍ୟପାନ ବିରୋଧୀ ଅଭିଯାନ ସହିତ ପରିବେଶ ସୁରକ୍ଷା ପାଇଁ ଲଗାଇଲେଣି 800000 ଗଛ ।


User: ETVBHARAT

Views: 15

Uploaded: 2025-09-10

Duration: 03:59

Your Page Title