ଏହି ଗ୍ରାମରେ ନାହିଁ କାହାରି ଘରେ କବାଟ, ଚୋରି କରିବାକୁ ଭୟ କରନ୍ତି ଚୋର

ଏହି ଗ୍ରାମରେ ନାହିଁ କାହାରି ଘରେ କବାଟ, ଚୋରି କରିବାକୁ ଭୟ କରନ୍ତି ଚୋର

ବର୍ଷ ବର୍ଷ ହେଲା ଶିଆଳିଆ ଗାଁର କାହାରି ଘରେ ବନ୍ଧ ନାହିଁ କି କବାଟ ନାହିଁ । ଗାଁ ସୁରକ୍ଷାର ଢାଲ ସାଜିଛନ୍ତି ମା' ଖରାଖାଇ ।


User: ETVBHARAT

Views: 23

Uploaded: 2025-09-19

Duration: 04:06