'କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ' କର୍କଟ ଯୋଦ୍ଧାଙ୍କ ବିଜୟ ଗାଥା

'କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ' କର୍କଟ ଯୋଦ୍ଧାଙ୍କ ବିଜୟ ଗାଥା

'ମୁଁ ଲଢିଲି, ଆପଣ ବି ଲଢ଼ିପାରିବେ' ଗଳା କର୍କଟକୁ ହରାଇ ଓଡ଼ିଶାରେ କ୍ୟାନସର ପୀଡ଼ିତମାନଙ୍କୁ ବଞ୍ଚିବାର ରାହା ଦେଉଛନ୍ତି 27 ବର୍ଷୀୟା ସ୍ବାଗତିକା ଆଚାର୍ଯ୍ୟ ।


User: ETVBHARAT

Views: 11

Uploaded: 2025-09-24

Duration: 03:37