'ମହାନଦୀ ଜଳ ବିବାଦ କୁତ୍ରିମ.. ଦାମୀ ଓକିଲ ପୋଷିବାକୁ ଯୋଜନା..'- AG ପୀତାମ୍ବର ଆଚାର୍ଯ୍ୟ

'ମହାନଦୀ ଜଳ ବିବାଦ କୁତ୍ରିମ.. ଦାମୀ ଓକିଲ ପୋଷିବାକୁ ଯୋଜନା..'- AG ପୀତାମ୍ବର ଆଚାର୍ଯ୍ୟ

ଆଡଭୋକେଟ ଜେନେରାଲ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏଜିଙ୍କ ମନ୍ତବ୍ୟ କେବଳ ରାଜନୈତିକ ହଟଚମଟ ପାଇଁ ଉଦ୍ଦିଷ୍ଟ ବୋଲି ଦଳ କହିଛି।


User: ETVBHARAT

Views: 1

Uploaded: 2025-09-25

Duration: 01:06

Your Page Title