ଚୁଲି ମୁଣ୍ଡରୁ ଷ୍ଟିଅରିଂ: ନାରୀ ସଶକ୍ତିକରଣର ମିଶାଲ, ମହିଳା ଅଟୋ ଚାଳକଙ୍କ ସଂଘର୍ଷ କାହାଣୀ

ଚୁଲି ମୁଣ୍ଡରୁ ଷ୍ଟିଅରିଂ: ନାରୀ ସଶକ୍ତିକରଣର ମିଶାଲ, ମହିଳା ଅଟୋ ଚାଳକଙ୍କ ସଂଘର୍ଷ କାହାଣୀ

ସ୍ବାମୀକୁ କୋରୋନାରେ ହରାଇ ଅଟୋ ଚାଳକ ସାଜିଛନ୍ତି ନମିତା । ପରିବାର ବୋଝ ମୁଣ୍ଡାଇ ପାଦ କାଢିଛନ୍ତି ପିନାକୀରାଣୀ । ନାରୀ ସ୍ବାବଲମ୍ବୀ ସଂଘର୍ଷର କାହାଣୀ ।


User: ETVBHARAT

Views: 169

Uploaded: 2025-09-29

Duration: 03:47

Your Page Title