ଅପହଞ୍ଚ ଇଲାକାରେ ସଞ୍ଜୁଙ୍କ ସମାଜସେବା, 500 ଗାଁକୁ କ୍ୟାନସର ମୁକ୍ତ କରିବା ଲକ୍ଷ୍ୟ

ଅପହଞ୍ଚ ଇଲାକାରେ ସଞ୍ଜୁଙ୍କ ସମାଜସେବା, 500 ଗାଁକୁ କ୍ୟାନସର ମୁକ୍ତ କରିବା ଲକ୍ଷ୍ୟ

ଦୀର୍ଘ 25 ବର୍ଷ ଧରି ଆଦିବାସୀଙ୍କୁ ବଞ୍ଚିବାର ରାହା ଦେଖାଉଛନ୍ତି ଆଦିବାସୀ ଝିଅ ସଞ୍ଜୁ । ଗାଁ ଗାଁରେ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଦେଖାଉଛନ୍ତି ବଞ୍ଚିବାର ବାଟ ।


User: ETVBHARAT

Views: 66

Uploaded: 2025-09-30

Duration: 03:30