ରାଜଧାନୀର ୮ ସ୍ଥାନରେ ହେବ ରାବଣ ପୋଡି, ଭସାଣ ପାଇଁ ଆସିଲା ଟ୍ରାଫିକ କଟକଣା

ରାଜଧାନୀର ୮ ସ୍ଥାନରେ ହେବ ରାବଣ ପୋଡି, ଭସାଣ ପାଇଁ ଆସିଲା ଟ୍ରାଫିକ କଟକଣା

୧୦୦ ମିଟର ଦୂରରୁ ରହି ରାବଣ ପୋଡିକୁ ଉପଭୋଗ କରିପାରିବେ ଦର୍ଶକ । କୌଣସି ଅଘଟଣ ନଘଟିବ ସେନେଇ ଅଗ୍ନିଶମ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।


User: ETVBHARAT

Views: 3

Uploaded: 2025-10-02

Duration: 01:21

Your Page Title