ଦୁର୍ଗାପୁର ପୀଡିତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଶିକ୍ଷାର ସୁବନ୍ଦୋବସ୍ତ ପାଇଁ ଦେଲେ ପ୍ରତିଶ୍ରୁତି

ଦୁର୍ଗାପୁର ପୀଡିତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଶିକ୍ଷାର ସୁବନ୍ଦୋବସ୍ତ ପାଇଁ ଦେଲେ ପ୍ରତିଶ୍ରୁତି

ସୋମବାର ବିଳମ୍ବିତ ସନ୍ଧ୍ୟାରେ ପ୍ରାୟ 10 ମିନିଟ୍‌ ଧରି ମୁଖ୍ୟମନ୍ତ୍ରୀ ପୀଡିତା ଓ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ । ଦୋଷୀକୁ ଦଣ୍ଡ ଦେବାକୁ ପ୍ରତିଶ୍ରୁତି ସହ ଧର୍ଯ୍ୟ ରଖିବାକୁ କହିଲେ


User: ETVBHARAT

Views: 3

Uploaded: 2025-10-14

Duration: 02:36