ବରଗଡ଼ ପରେ ସମ୍ବଲପୁର: ବରେଇପାଲିରୁ 5100 ବୋତଲ କଫ ସିରପ ଜବତ, 20 ଗିରଫ

ବରଗଡ଼ ପରେ ସମ୍ବଲପୁର: ବରେଇପାଲିରୁ 5100 ବୋତଲ କଫ ସିରପ ଜବତ, 20 ଗିରଫ

ନିଶା ବେପାରୀଙ୍କୁ ବିକ୍ରି ପାଇଁ କଟକରୁ ସମ୍ବଲପୁର ନିଆଯାଉଥିଲା କଫ ସିରପ । ଜବତ କଫ୍ ସିରଫ ମୂଲ୍ୟ ପାଖାପାଖି 15,00000 ଟଙ୍କା ।


User: ETVBHARAT

Views: 11

Uploaded: 2025-10-14

Duration: 01:42