ବିଲ ମଝିରେ ବିଦ୍ୟାଳୟ; ଏଠି ରାସ୍ତା ହେଉଛି ହିଡ, ଆଣ୍ଠୁଏ କାଦୁଅରେ ଯାଉଛନ୍ତି ଛାତ୍ରଛାତ୍ରୀ

ବିଲ ମଝିରେ ବିଦ୍ୟାଳୟ; ଏଠି ରାସ୍ତା ହେଉଛି ହିଡ, ଆଣ୍ଠୁଏ କାଦୁଅରେ ଯାଉଛନ୍ତି ଛାତ୍ରଛାତ୍ରୀ

ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର । 2010ରେ ତିଆରି ହୋଇଥିଲା ସରକାରୀ ସ୍କୁଲ । 15 ବର୍ଷ ପରେ ବି ନାହିଁ ରାସ୍ତା କି ବିଜୁଳି ସଂଯୋଗ ।


User: ETVBHARAT

Views: 16

Uploaded: 2025-10-14

Duration: 02:44

Your Page Title