ନୂଆପଡା ଉପନିର୍ବାଚନ: ବିଜେପିରୁ ଜୟ ଢୋଲକିଆ, କଂଗ୍ରେସରୁ ଘାସିରାମ, ବିଜେଡିରୁ କିଏ ?

ନୂଆପଡା ଉପନିର୍ବାଚନ: ବିଜେପିରୁ ଜୟ ଢୋଲକିଆ, କଂଗ୍ରେସରୁ ଘାସିରାମ, ବିଜେଡିରୁ କିଏ ?

ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ ।


User: ETVBHARAT

Views: 6

Uploaded: 2025-10-15

Duration: 02:09

Your Page Title