ଟଙ୍କା ପାଇଁ ନକଲି ମାଓବାଦୀ ସାଜିଲା ପୁଅ, ବାପାଙ୍କୁ ଲେଖିଲା 35 ଲକ୍ଷ ଦିଅ ନଚେତ...

ଟଙ୍କା ପାଇଁ ନକଲି ମାଓବାଦୀ ସାଜିଲା ପୁଅ, ବାପାଙ୍କୁ ଲେଖିଲା 35 ଲକ୍ଷ ଦିଅ ନଚେତ...

ମାଓବାଦୀ ନାଁରେ ଟଙ୍କା ପାଇଁ ଘରକୁ ଆସିଲା ଚିଠି । ଜୀବନ ଭୟରେ ଥାନାର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ । ପରେ ଜଣାପଡିଲା ସବୁ ପୁଅର କରାମତି ।


User: ETVBHARAT

Views: 2

Uploaded: 2025-10-15

Duration: 01:08