କେନ୍ଦ୍ରାପଡ଼ାରେ ବଢୁଛି କୁମ୍ଭୀର ଆକ୍ରମଣ, 6 ବର୍ଷରେ ଗଲାଣି 24 ଜୀବନ

କେନ୍ଦ୍ରାପଡ଼ାରେ ବଢୁଛି କୁମ୍ଭୀର ଆକ୍ରମଣ, 6 ବର୍ଷରେ ଗଲାଣି 24 ଜୀବନ

କେନ୍ଦ୍ରାପଡାରେ କାଳ ସାଜିଛନ୍ତି କୁମ୍ଭୀର । ବେସରକାରୀ ଭାବେ ଜିଲ୍ଲାରେ କୁମ୍ଭୀର ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୦୦ ପାର ହୋଇଯିବ ବୋଲି ଦାବି କରିଛି ଓଡିଶା କୃଷକ ସଭା ।


User: ETVBHARAT

Views: 4

Uploaded: 2025-10-16

Duration: 03:31

Your Page Title