ସୁନା ଦର ଆକାଶଛୁଆଁ, ତଥାପି ଧନତେରସରେ ଅଳଙ୍କାର ଦୋକାନରେ ଭିଡ଼

ସୁନା ଦର ଆକାଶଛୁଆଁ, ତଥାପି ଧନତେରସରେ ଅଳଙ୍କାର ଦୋକାନରେ ଭିଡ଼

ଆଜି ଧନତେରାସରେ କଟକ ସୁନା ଦୋକାନଗୁଡ଼ିକରେ ଗ୍ରାହକଙ୍କ ଭିଡ଼ି ଦେଖିବାକୁ ମିଳିଛି । ସୁନା ଓ ରୁପା ମୂଲ୍ୟ ବୃଦ୍ଧି ସତ୍ତ୍ବେ ସକ୍ଷମ ଅନୁସାରେ ଅଳଙ୍କାର କିଣୁଛନ୍ତି ଲୋକେ।


User: ETVBHARAT

Views: 7

Uploaded: 2025-10-18

Duration: 03:16

Your Page Title