ହଜାର ବର୍ଷର ପୋଡପୋଡା କାଳୀ ପୂଜା, ବଙ୍ଗୀୟ ରୀତିନୀତିରେ ପୂଜା ପାଆନ୍ତି ମା’

ହଜାର ବର୍ଷର ପୋଡପୋଡା କାଳୀ ପୂଜା, ବଙ୍ଗୀୟ ରୀତିନୀତିରେ ପୂଜା ପାଆନ୍ତି ମା’

ଗଙ୍ଗ ବଂଶୀୟ ରାଜାଙ୍କ ଅମଳରୁ କଟକ ଜିଲ୍ଲା ନିଆଳୀ ଥାନା ପୋଡପୋଡା ଦକ୍ଷିଣ କାଳୀଙ୍କ ପୂଜା ହୋଇଆସୁଛି । ଦୀପାବଳିରୁ ଆରମ୍ଭ ହୁଏ 2 ଦିନ ଧରି ଚାଲେ ।


User: ETVBHARAT

Views: 45

Uploaded: 2025-10-21

Duration: 02:22