2 ଦିନରେ ପୀତବାସ ହତ୍ୟାକାଣ୍ଡ ଉପରୁ ହଟିବ ପରଦା:ଦକ୍ଷିଣାଞ୍ଚଳ ଆଇଜି

2 ଦିନରେ ପୀତବାସ ହତ୍ୟାକାଣ୍ଡ ଉପରୁ ହଟିବ ପରଦା:ଦକ୍ଷିଣାଞ୍ଚଳ ଆଇଜି

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ 16 ଦିନ ବିତିଛି । ହତ୍ୟାକାଣ୍ଡର ପର୍ଦ୍ଦାଫାସ ଖୁବଶୀଘ୍ର ହେବା ନେଇ ଆଭାସ ଦେଇଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଆଇଜି ନୀତି ଶେଖର ।


User: ETVBHARAT

Views: 79

Uploaded: 2025-10-21

Duration: 00:59