ଅମାନିଆ ହୋଇ ବାଣ ଫୁଟାଇଲେ, ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ

ଅମାନିଆ ହୋଇ ବାଣ ଫୁଟାଇଲେ, ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ

ଗତକାଲି ୬୦ ଜଣ ଚିକିତ୍ସା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଆସିଥିବା ବେଳେ ଏଥିମଧ୍ୟରୁ ୨ ଜଣ ଗୁରୁତର ଭାବରେ ଚିକିତ୍ସିତ ହେଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅତିରିକ୍ତ ଅଧିକ୍ଷକ ।


User: ETVBHARAT

Views: 4

Uploaded: 2025-10-21

Duration: 00:53