'ବିଲରେ ରାସାୟନିକ ସାର କମ୍ ପକେଇଲେ ଚାଷୀଙ୍କୁ ମିଳିବ ସହାୟତା ରାଶି'- ସମବାୟ ମନ୍ତ୍ରୀ

'ବିଲରେ ରାସାୟନିକ ସାର କମ୍ ପକେଇଲେ ଚାଷୀଙ୍କୁ ମିଳିବ ସହାୟତା ରାଶି'- ସମବାୟ ମନ୍ତ୍ରୀ

ସରକାରଙ୍କ ଧରତୀ ମାତା ବଞ୍ଚାଓ ଅଭିଯାନ l ଏଥିପାଇଁ ପଞ୍ଚାୟତ ସ୍ତରରେ ଗଠନ ହେବ କମିଟି l ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାକୁ ଆରମ୍ଭ ହେବ ଅଭିଯାନ l


User: ETVBHARAT

Views: 1

Uploaded: 2025-10-22

Duration: 02:13