କୁର୍ଣ୍ଣୁଲରେ ଜଳିଗଲା ବସ୍‌: 20ରୁ ଊର୍ଦ୍ଧ୍ବ ଯାତ୍ରୀ ଜୀବନ୍ତ ଦଗ୍ଧ, ରାଷ୍ଟ୍ରପତିଙ୍କ ଶୋକ

କୁର୍ଣ୍ଣୁଲରେ ଜଳିଗଲା ବସ୍‌: 20ରୁ ଊର୍ଦ୍ଧ୍ବ ଯାତ୍ରୀ ଜୀବନ୍ତ ଦଗ୍ଧ, ରାଷ୍ଟ୍ରପତିଙ୍କ ଶୋକ

ବସ୍‌ଟି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା । ବାଇକ ଧକ୍କା ଦେବାରୁ ବସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । 41 ଯାତ୍ରୀ ବସରେ ଥିଲେ ।


User: ETVBHARAT

Views: 4

Uploaded: 2025-10-24

Duration: 00:41

Your Page Title