ନଭେମ୍ବର ୧ରୁ ବାଘ ଗଣନା: ଅତ୍ୟାଧୁନିକ ପ୍ରକ୍ରିୟାରେ ଗଣନା ପାଇଁ ତାଲିମ୍ ନେଉଛନ୍ତି କର୍ମଚାରୀ

ନଭେମ୍ବର ୧ରୁ ବାଘ ଗଣନା: ଅତ୍ୟାଧୁନିକ ପ୍ରକ୍ରିୟାରେ ଗଣନା ପାଇଁ ତାଲିମ୍ ନେଉଛନ୍ତି କର୍ମଚାରୀ

ନଭେମ୍ବର ୧ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଜଙ୍ଗଲ ଭିତରେ ଚାଲିବ ବାଘ ଗଣନା କାର୍ଯ୍ୟକ୍ରମ । ଏନେଇ ବନବିଭାଗ କର୍ମଚାରୀଙ୍କୁ ଦିଆଯାଉଛି ତାଲିମ୍ ।


User: ETVBHARAT

Views: 38

Uploaded: 2025-10-24

Duration: 02:36