300 ବର୍ଷର ଭୁବନେଶ୍ୱର କୋରାଖଇକୁ କେବେ ମିଳିବ ଜିଆଇ ଟ୍ୟାଗ ? ଅପେକ୍ଷାରେ ବ୍ୟବସାୟୀ

300 ବର୍ଷର ଭୁବନେଶ୍ୱର କୋରାଖଇକୁ କେବେ ମିଳିବ ଜିଆଇ ଟ୍ୟାଗ ? ଅପେକ୍ଷାରେ ବ୍ୟବସାୟୀ

ମଗଜି ଲଡୁ, ସମ୍ବଲପୁରରେ ବନ୍ଧ ଶାଢ଼ି, କଟକ ରୂପା ତାରକସି, ପିପିଲି ଚାନ୍ଦୁଆକୁ ମିଳିଲା ଜିଆଇ ଟ୍ୟାଗ । ହେଲେ ପ୍ରମାଣ ନ ଥିବାରୁ କୋରାଖଇ ଏହି ମାନ୍ୟତାରୁ ବଞ୍ଚିତ ହୋଇଛି ।


User: ETVBHARAT

Views: 7

Uploaded: 2025-10-26

Duration: 04:11