ପୁରୀରେ ବାତ୍ୟା ମୋନ୍ଥା ପ୍ରସ୍ତୁତି, ସମୁଦ୍ରରେ ଗାଧୋଇବା କଟକଣା, ଅକ୍ଟୋବର ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ପୁରୀରେ ବାତ୍ୟା ମୋନ୍ଥା ପ୍ରସ୍ତୁତି, ସମୁଦ୍ରରେ ଗାଧୋଇବା କଟକଣା, ଅକ୍ଟୋବର ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

ପୁରୀ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ସମ୍ପୂର୍ଣ ପ୍ରସ୍ତୁତ । ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି। ଆସନ୍ତା ୨୯ ଯାଏ ସମୁଦ୍ରରେ ଗାଧୋଇବା ଉପରେ ଲାଗିଲା କଟକଣା ।


User: ETVBHARAT

Views: 31

Uploaded: 2025-10-26

Duration: 03:04