Cyclone Montha: ଅଶାନ୍ତ ପୁରୀ ସମୁଦ୍ର, ହାଇଆଲର୍ଟରେ ଜିଲ୍ଲା ପ୍ରଶାସନ

Cyclone Montha: ଅଶାନ୍ତ ପୁରୀ ସମୁଦ୍ର, ହାଇଆଲର୍ଟରେ ଜିଲ୍ଲା ପ୍ରଶାସନ

ବାତ୍ୟା ମୋନ୍ଥାକୁ ନେଇ ସତର୍କ ରହିଛି ପୁରୀ ଜିଲ୍ଲା ପ୍ରଶାସନ । ପୁରୀରେ ପ୍ରବଳ ବର୍ଷା ଆଶଙ୍କା, ସମୁଦ୍ର ସ୍ନାନ ଉପରେ କଟକଣା । ଜଳବନ୍ଦୀ ସମସ୍ୟାକୁ ଏଡ଼ାଇବା ପାଇଁ ପ୍ରସ୍ତୁତ ମୋଟର ପମ୍ପ


User: ETVBHARAT

Views: 7

Uploaded: 2025-10-27

Duration: 01:14