ଅନୁଗୋଳ ଓ ଝାରସୁଗୁଡ଼ାରେ ଛଟ ପୂଜା: ଉଦିତ ସୂର୍ଯ୍ୟଙ୍କୁ ଉପାସନା କରି ବ୍ରତ ସମାପନ କଲେ  ଶ୍ରଦ୍ଧାଳୁ

ଅନୁଗୋଳ ଓ ଝାରସୁଗୁଡ଼ାରେ ଛଟ ପୂଜା: ଉଦିତ ସୂର୍ଯ୍ୟଙ୍କୁ ଉପାସନା କରି ବ୍ରତ ସମାପନ କଲେ  ଶ୍ରଦ୍ଧାଳୁ

ପୌରାଣିକ ମାନ୍ୟତା ଅନୁଯାୟୀ କାର୍ତ୍ତିକମାସ ଶୁକ୍ଳପକ୍ଷ ଷଷ୍ଠୀଦିନଠାରୁ ବିହାର ସମେତ ପୂର୍ବଭାରତରେ ଏକ ପ୍ରମୁଖ ପୂଜାଭାବେ ଛଟ ପର୍ବ ପାଳନ କରାଯାଇଥାଏ। ଏଦି ବ୍ରତରେ ସୂର୍ଯ୍ୟଙ୍କୁ ପୂଜାକଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି କୁହାଯାଇଛି।


User: ETVBHARAT

Views: 31

Uploaded: 2025-10-28

Duration: 01:35