'ମୋନ୍ଥା' ମୁକାବିଲା ପାଇଁ ପ୍ରସ୍ତୁତ ବାଲେଶ୍ୱର ପ୍ରଶାସନ, କୂଳକୁ ଫେରିଲେ ମତ୍ସ୍ୟଜୀବୀ

'ମୋନ୍ଥା' ମୁକାବିଲା ପାଇଁ ପ୍ରସ୍ତୁତ ବାଲେଶ୍ୱର ପ୍ରଶାସନ, କୂଳକୁ ଫେରିଲେ ମତ୍ସ୍ୟଜୀବୀ

ବାତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ସଠିକ ରହିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ।


User: ETVBHARAT

Views: 0

Uploaded: 2025-10-28

Duration: 01:37