ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଝାଡାବାନ୍ତି; 15 ଅନ୍ତେବାସୀ ଆକ୍ରାନ୍ତ, SCBରେ ଭର୍ତ୍ତି

ରେଭେନ୍ସା ବିଶ୍ଵବିଦ୍ୟାଳୟ ଇଷ୍ଟ ହଷ୍ଟେଲରେ ଝାଡାବାନ୍ତି; 15 ଅନ୍ତେବାସୀ ଆକ୍ରାନ୍ତ, SCBରେ ଭର୍ତ୍ତି

ଗତକାଲି ରାତିରେ ଅନ୍ତବାସୀମାନେ ହଷ୍ଟେଲ ମେସରେ ଖାଦ୍ୟ ଖାଇଥିଲେ । ଭୋର ସମୟରେ କିଛି ଅନ୍ତେବାସୀଙ୍କ ପେଟ କାଟିବା ସହ ଝାଡା ବାନ୍ତି ହୋଇଥିଲା ।


User: ETVBHARAT

Views: 0

Uploaded: 2025-10-29

Duration: 02:28