ପ୍ରତିଶ୍ରୁତି ଦେଲେ ଓବିସି କମିଶନ ଅଧ୍ୟକ୍ଷ: କେନ୍ଦ୍ରୀୟ ଓବିସି ତାଲିକାରୁ ବାଦ ପଡ଼ିଥିବା ପଛୁଆ ବର୍ଗଙ୍କୁ ସାମିଲ କରାଯିବ

ପ୍ରତିଶ୍ରୁତି ଦେଲେ ଓବିସି କମିଶନ ଅଧ୍ୟକ୍ଷ: କେନ୍ଦ୍ରୀୟ ଓବିସି ତାଲିକାରୁ ବାଦ ପଡ଼ିଥିବା ପଛୁଆ ବର୍ଗଙ୍କୁ ସାମିଲ କରାଯିବ

ଜାତୀୟ ଓବିସି କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହୀର ଓଡ଼ –ପାଇକ, ପାଇକ ଉପଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗ ଶ୍ରେଣୀ(OBC)ରେ ଅନ୍ତର୍ଭୁକ୍ତ କରାଯିବା ଦିଗରେ ପଦକ୍ଷେପ ନିଆଯିବା ଦରକାର ବୋଲି କହିଛନ୍ତି ।


User: ETVBHARAT

Views: 0

Uploaded: 2025-10-30

Duration: 02:46