ମୃତ୍ୟୁ ପରେ ବି ପାଖ ମାଡ଼ିଲେନି ସମାଜ ଲୋକ, ଶେଷକୃତ୍ୟ ସମ୍ପନ୍ନ କଲେ ତିନି ଯୁବତୀ

ମୃତ୍ୟୁ ପରେ ବି ପାଖ ମାଡ଼ିଲେନି ସମାଜ ଲୋକ, ଶେଷକୃତ୍ୟ ସମ୍ପନ୍ନ କଲେ ତିନି ଯୁବତୀ

ପୁଣି କଳାହାଣ୍ଡିରେ ସାମ୍ନାକୁ ଆସିଲା ସାମାଜିକ ବାସନ୍ଦ ଘଟଣା । ମୃତଦେହକୁ କାନ୍ଧ ଦେବା ପାଇଁ ଆସିଲେନି ସମାଜ ଲୋକେ, ଶେଷକୃତ୍ୟ କଲେ ସମ୍ପର୍କୀୟ ତିନି ଯୁବତୀ ।


User: ETVBHARAT

Views: 3

Uploaded: 2025-11-01

Duration: 03:22