ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ; ୨୦୬୭ କୋଟି ନିବେଶ, ୫୦୦୦ ନିଯୁକ୍ତି ସୁଯୋଗ

ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ; ୨୦୬୭ କୋଟି ନିବେଶ, ୫୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର ଜଟଣୀ ସ୍ଥିତ ଇନ୍ଫୋଭାଲିରେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିସି ଜରିଆରେ ଯୋଗ ଦେଇଥିଲେ ।


User: ETVBHARAT

Views: 1

Uploaded: 2025-11-01

Duration: 02:00