୫୪ ବର୍ଷ ପରେ ବି ଆଖିରୁ ଶୁଖିନି ଲୁହ, କେନ୍ଦ୍ରାପଡ଼ା ଓକିଲପାଳ ଗାଁରେ ବାତ୍ୟା ପୀଡ଼ିତଙ୍କୁ ସମୂହ ପିଣ୍ଡଦାନ

୫୪ ବର୍ଷ ପରେ ବି ଆଖିରୁ ଶୁଖିନି ଲୁହ, କେନ୍ଦ୍ରାପଡ଼ା ଓକିଲପାଳ ଗାଁରେ ବାତ୍ୟା ପୀଡ଼ିତଙ୍କୁ ସମୂହ ପିଣ୍ଡଦାନ

୧୯୭୧ ବାତ୍ୟା ମୃତକଙ୍କୁ ଓକିଲପାଳ ଗାଁରେ ପିଣ୍ଡଦାନ। ବାତ୍ୟାରେ ମରିଥିଲେ ୬୦୦ରୁ ଅଧିକ ଲୋକ। ଅନେକଙ୍କ କୁଳ ଉଜାଡ଼ି ଥିଲା ସେଦିନର ବାତ୍ୟା।


User: ETVBHARAT

Views: 15

Uploaded: 2025-11-01

Duration: 02:37