ସମୃଦ୍ଧ ଓଡ଼ିଶା ଗଠନରେ ମହିଳା ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ: ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡ଼ିଶା ଗଠନରେ ମହିଳା ସଶକ୍ତିକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଓଡ଼ିଶା ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରାର ମେଳା ‘ସୁଭଦ୍ରା ଶକ୍ତି ମେଳା’ ଉଦଘାଟନ କରିଛନ୍ତି ।


User: ETVBHARAT

Views: 3

Uploaded: 2025-11-02

Duration: 00:57