ଭାରତୀୟ ସଡ଼କ ମହାକୁମ୍ଭ: ନୂଆ ରୂପରେ ଭୁବନେଶ୍ୱର, ସାମିଲ ହେବେ ସାଢେ ୩ ହଜାର ପ୍ରତିଭାଗୀ

ଭାରତୀୟ ସଡ଼କ ମହାକୁମ୍ଭ: ନୂଆ ରୂପରେ ଭୁବନେଶ୍ୱର, ସାମିଲ ହେବେ ସାଢେ ୩ ହଜାର ପ୍ରତିଭାଗୀ

ଶେଷଥର ପାଇଁ 2015ରେ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ଭାରତୀୟ ସଡ଼କ ମହାକୁମ୍ଭ । କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ।


User: ETVBHARAT

Views: 3

Uploaded: 2025-11-04

Duration: 01:34