କାଲିଠୁ ଐତିହାସିକ କଟକ ବାଲିଯାତ୍ରା, ମହାନଦୀରେ ଭାସିବ 20000 ଶାଳପତ୍ର ଡଙ୍ଗା

କାଲିଠୁ ଐତିହାସିକ କଟକ ବାଲିଯାତ୍ରା, ମହାନଦୀରେ ଭାସିବ 20000 ଶାଳପତ୍ର ଡଙ୍ଗା

ସକାଳୁ ମହାନଦୀ ପଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ସଂଧ୍ୟାରେ ରହିଛି ବାଲିଯାତ୍ରାର ଉଦଘାଟନୀ ଉତ୍ସବ । ଚଳିତ ବର୍ଷ 8 ଦିନ ଧରି ଚାଲିବ ଐତିହାସିକ ବାଲିଯାତ୍ରା ।


User: ETVBHARAT

Views: 2

Uploaded: 2025-11-04

Duration: 03:24