ଲଗାଣ ବର୍ଷାରେ ଭାଙ୍ଗିଲା ବନ୍ଧ, ଉବୁଟୁବୁ ପାଚିଲା ଧାନ କ୍ଷେତ

ଲଗାଣ ବର୍ଷାରେ ଭାଙ୍ଗିଲା ବନ୍ଧ, ଉବୁଟୁବୁ ପାଚିଲା ଧାନ କ୍ଷେତ

ବାତ୍ୟା 'ମୋନ୍ଥା' ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ପୋଖରୀ ବନ୍ଧ । ଗଜପତି ଜିଲ୍ଲା ଲାତୁର ଗାଁରେ 5 ଏକର ଧାନ ଫସଲ ନଷ୍ଟ ହୋଇଛି।


User: ETVBHARAT

Views: 2

Uploaded: 2025-11-08

Duration: 02:16